spot_img

ବିଏଫଆଇର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହେଲେ ଅଜୟ ସିଂହ

ନୂଆଦିଲ୍ଲୀ: ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଅଜୟ ସିଂହ ପୁନଃନିର୍ବାଚିତ ହୋଇଛନ୍ତି । ତେବେ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ମତଦାନରେ ଅଜୟ ଅତି ସହଜରେ ଆଶିଷ ଶେଲାରଙ୍କୁ ପରାସ୍ତ କରି ଆଗାମୀ ୪ ବର୍ଷ ପାଇଁ ଏହି ହାଇପ୍ରୋଫାଇଲ ପଦକୁ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ଅଜୟ ସ୍ପାଇଶ ଜେଟର ଚେୟାରମ୍ୟାନ ରହିଛନ୍ତି ।

bfi

LEAVE A REPLY

Please enter your comment!
Please enter your name here

- Advertisment -

Most Popular