spot_img

ଆଲିଆ ହେଲେ ରଣବୀରଙ୍କ ପଡ଼ୋଶୀ

ମୁମ୍ବାଇ: ଚର୍ଚ୍ଚାରେ ଆଲିଆ ଓ ରଣବୀରଙ୍କ ରିଲେସନ । ଲକଡାଉନରେ ଏହି ଯୋଡ଼ି ଏକତ୍ର ଟାଇମ ସ୍ପେଣ୍ଡ କରିୁଥିବାର ନଜର ଆସିଥିଲେ । ତେବେ ଏବେ ଆଲିଆ ରଣବୀରଙ୍କ ବିଲଡ଼ିଂରେ ଏକ ନୂଆ ଆପାର୍ଟମେଣ୍ଟକିଣିଛନ୍ତି । ଯାହାର ମୂଲ୍ୟ ୩୨ କୋଟ ଟଙ୍କା।

ସୂଚନା ଅନୁଯାୟୀ ଆଲିଆ ଭଟ୍ଟ ବାନ୍ଦ୍ରା ପାଲି ହିଲରେ ଥିବା ଏକ ବିଲଡିଂରେ ଆପାର୍ଟମେଣ୍ଟ କିଣିଛନ୍ତି ଯେଉଁଥିରେ ରଣବୀର କପୁରଙ୍କ ଆପାର୍ଟମେଣ୍ଟ ମଧ୍ୟ ରହିଛି । ଆଲିଆଙ୍କ ଏହି ନୂଆ ଆପାର୍ଟମେଣ୍ଟ 2460 ବର୍ଗଫୁଟ ।ଆଗକୁ ଏହି ଯୋଡ଼ି ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରେ ନଜର ଆସିବେ ।ଏହି ଫିଲ୍କଟି କରଣ ଜୋହରଙ୍କ ଧର୍ମା ପ୍ରଡ଼କ୍ସନ ଓ ନିଦେ୍ଦଶକ ଆୟାନ ମୁଖାର୍ଜୀଙ୍କ ଦ୍ୱରା ନିର୍ମିତ ହେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular