୨୦୨୧ କ୍ରିସ୍ମାସ୍ରେ ପରଦାକୁ ଆସିବ ମିଷ୍ଟର ପରଫେକ୍ଟ ଅମିର ଖାନ୍ଙ୍କ ନୂଆ ଫିଲ୍ମ । ଫିଲ୍ମର ନାଁ ହେଉଛି ‘ଲାଲ୍ ସିଂହ ଚଢ଼୍ଢ଼ା’ । କରୋନା ସ୍ଥିତିକୁ ଦେଖି ବାତିଲ ହୋଇଛି ଫିଲ୍ମର ରିଲିଜ । କ୍ରିସମାସରେ ରିଲିଜ ହୋଇଥିବା ଅମିରଙ୍କ ସମସ୍ତ ଫିଲ୍ମ ସଫଳ ହୋଇଛି ବକ୍ସ ଅଫିସ୍ରେ । ଏହି ଫିଲ୍ମର ପୋଷ୍ଟର ରିଲିଜ ହେବା ପରଠୁ ଚର୍ଚ୍ଚାରେ ଅଛି ଅମିରଙ୍କ ଶିଖ୍୍ ଲୁକ୍ । ଅମିର ଖାନ୍ ପ୍ରଡକ୍ସନ୍ରେ ନିର୍ମିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅମିର ଖାନ୍ଙ୍କ ସହ ଚୁଲବୁଲି କରିନା କପୁର । ଫିଲ୍ମର ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ପ୍ରୀତମ୍



Visitors Today : 0
Total Visitors : 130169
Total Views : 9891615
Visitors Online Now : 0