spot_img

ଏହି ଫିଲ୍ମରେ ଦୀପିକାଙ୍କ ସହ ନଜର ଆସିବେ ଅନନ୍ୟା

ମୁମ୍ବାଇ : ସୁଟିଂରେ ବିଜି ଅଛନ୍ତି ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ । ହୀନ୍ଦୀ ଫିଲ୍ମର ସବୁଠାରୁ ବ୍ୟସ୍ତ ଥିବା ଦୀପିକା ଆଗକୁ ୫ଟି ଫିଲ୍ମରେ ନଜର ଆସିବେ । ଲକଡ଼ାଉନ ପରେ ସେ ପ୍ରଥମେ ଶକୁନ ବତ୍ରାଙ୍କ ନିଦେ୍ର୍ଦଶିତ ଏକ ରୋମାଣ୍ଟିକ ଫିଲ୍ମରୁ କାମ ଆରମ୍ଭ କରିଛନ୍ତି ।

ଯେଉଁଥିରେ ଦୀପିକାଙ୍କ ସହ ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚତୁରବେଦୀ ମଧ୍ୟ ନଜର ଆସିବେ । ଫିଲ୍ମର ସୁଟିଂ ଗୋଆ ସହ ମୁମ୍ବାଇ ଅଲିବାଗରେ ମଧ୍ୟ ହୋଇଥିଲା । ଏହା ସହ ସେ ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ପଠାନରେ ମଧ୍ୟ ନଜର ଆସିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular