ମୁମ୍ବାଇ : ଟିଭି ସ୍କ୍ରିନ୍ ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବେଶ ସକ୍ରିୟ । ଅଙ୍କିତା ସୋସିଆଲ ମିଡିଆରେ ଅନେକ ସମୟରେ ତାଙ୍କର ସୁନ୍ଦର ଫଟୋ ଏବଂ ଡ୍ୟାନ୍ସ ଭିଡିଓ ସେୟାର କରିଥାନ୍ତି, ଯାହାକୁ ଖୁବ୍ ପସନ୍ଦ କରିଥାନ୍ତି ଫ୍ୟାନ୍ସମାନେ । ନିକଟରେ ଅଙ୍କିତା ତାଙ୍କ ବଏଫ୍ରେଣ୍ଡ୍ ବିକି ଜୈନଙ୍କ ସହ ଶିମଲା ଯାଇଛନ୍ତି । ସୋସିଆଲ ମିଡିଆରେ ଅଙ୍କିତାଙ୍କର ଏହି ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସୁଇମିଂ ପୁଲରେ ମଜା କରୁଥିବାର ନଜର ଆସିଛନ୍ତି। ଭାଲେଣ୍ଟାଇନ୍ସ ଡେ ଅବସରରେ ବଲିଉଡର ଷ୍ଟାରମାନେ ନିଜ ନିଜ ଶୈଳୀରେ ନିଜ ପାର୍ଟନରଙ୍କ ପ୍ରତି ଭଲପାଇବା ବ୍ୟକ୍ତ କରିଛନ୍ତି । ଏହି ସମୟରେ ଅଙ୍କିତା ଲୋଖଣ୍ଡେ ମଧ୍ୟ ଭିକି ଜୈନଙ୍କ ସହ ଶିମଲାରେ କିଛି ବିଶେଷ ମୂହୁର୍ତ୍ତ କାଟିଛନ୍ତି। ଅଙ୍କିତାଙ୍କର ସେପରି କିଛି ଭିଡିଓ ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0