ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଉଭୟ ଓପିଡି ଏବଂ ଆଇପିଡିରେ ଦୈନିକ ରୋଗୀ ସଂଖ୍ୟା ତିନି ହଜାରରୁ ଅଧିକ ହେଉଛି। ଦୁଇ ବେଳା ଓପିଡି ସହିତ ୨୪ଘଣ୍ଟିଆ ଆଶୁଚିକିତ୍ସା କେନ୍ଦ୍ରରେ ସେବା ପ୍ରଦାନ କରାଯାଉଛି। ହେଲେ ରୋଗୀଙ୍କ ସମସ୍ୟା ଦୂର ହେଉନାହିଁ। ଯେଉଁଠି ଦେଖିବ ସେଠାରେ ଧାଡ଼ି। ସବୁଠୁ ଅଧିକ ଅସୁବିଧା ହେଉଛି ଟିକଟ କାଉଣ୍ଟରରେ। ସକାଳ ୭ଟାରୁ ଲାଗିଯାଉଛି ଲମ୍ବା ଲାଇନ। ଏମିତିକି ଯିବା ପାଇଁ ବାଟ ମିଳୁନି। ଏହାକୁ ଉପଲବ୍ଧି କରି ଆଉ ଏକ ଟିକଟ କାଉଣ୍ଟର ଖୋଲିବା ନେଇ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0