spot_img

ଦେଶକୁ ଛାଡି କିଛି ଖେଳାଳି IPL କୁ ଦେଉଛନ୍ତି ଗୁରୁତ୍ୱ : କପିଲ ଦେବ

ଟି -୨୦ ବିଶ୍ୱକପରୁ ଭାରତ ବିଦାୟ ନେଇଛି | ସମସ୍ତଙ୍କ ମନରେ ଏହାକୁ ନେଇ ଦୁଃଖ ଭରି ହୋଇ ରହିଛି | ଏବେ ମୁହଁ ଖୋଲିଛନ୍ତି ଭାରତର ପୂର୍ବତନ କ୍ରିକେଟର କପିଳ ଦେବ | ସେ କହିଛନ୍ତି କିଛି ଖେଳାଳି IPL କୁ ଅଧିକ ଗୁରୁତ୍ୱ ଦେଉଛନ୍ତି | ଦେଶ ପ୍ରତି ଖେଳ ଖେଳିବା ପାଇଁ ଆଉ ଆଗ ଭଳି ସେ ଆବେଗ ନାହିଁ | ବିସିସିଆଇ କୌଣସି ଏକ ନୂତନ ପ୍ରସ୍ତୁତି କରିବା ଉଚିତ | IPL ପରେ ଟିମକୁ କିଛି ସମୟର ବ୍ରେକ ଦରକାର ଥିଲା |

LEAVE A REPLY

Please enter your comment!
Please enter your name here

- Advertisment -

Most Popular