spot_img

ସବୁଠୁ ଆଗୁଆ ଆପଲ..

ବିଶ୍ୱରେ ସବୁଠାରୁ ଆଗରେ ଆପଲ୍ । ବଜାରରେ ୨,୩୦.୦୦୦ କୋଟି ଟଙ୍କା ସହିତ ଆପଲ ଫାଇନ୍ସାସିଆଲ ଟାଇମ ଷ୍ଟକ୍ ଏକ୍ସଚେଜଂ ୧୦୦ ଇଣେସ୍କ୍ରେ ଥିବା ସମସ୍ତ କମ୍ଫାନୀକୁ ପଛରେ ପକାଇଛି । ଏଫଟିସିଆଇ ହେଉଛି ବିଶ୍ୱର ସବୁଠାରୁ ବଡ କମ୍ଫାନୀ । ବୁଧବାର ଆପଲ ର ସେୟାର ହ୍ରାସ ପାଇଛି । ହେଲେ ବି କାରବାରର ଶେଷ ପର୍ଯ୍ୟନ୍ତ ଏହା ଲଣ୍ତନ ଷ୍ଟ୍ରକ ଏକ୍ସଚେଜଂ ଠାରୁ ସବୁଠୁ ଆଗୁଆ ରହିଛି । ଲୋକଙ୍କ ଦ୍ୱାରା କମ୍ଫାନୀରେ ନିବେଶକୁ ସହଜ କରିବା ପାଇଁ ନିଜ ସେୟାରକୁ ବିଭାଜିତ କରିବା ପାଇଁ କମ୍ଫାନୀ ନେଇଥିବା ନିଷ୍ପତ୍ତି ଯୋଗୁଁ ଆପଲ ସେୟାରର ଚାହିଦା ସେୟାର ଚାହିଦାରେ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular