spot_img

ସିଂହ ସହ ଅଭିନେତ୍ରୀ ମୋନି ଆସିଲେ ନଜର

ଦୁବାଇ: ଅଭିନେତ୍ରୀ ମୋନି ରୟ ଏବେ ଦୁବାଇରେ ଛୁଟି କାଟୁଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ମୋନି ଏକ ସିଂହକୁ ନିଜ ହାତରେ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳୁଥିବା ସିଂହଟି ଏକ ସ୍ୱତନ୍ତ୍ର ପ୍ରଜାତିର ଧଳା ସିଂହ । ମୋନି ପ୍ରାୟ ବର୍ଷେ ହେବ ଦୁବାଇରେ ରହୁଛନ୍ତି . ତାଙ୍କ ପ୍ରେମକ ସୁରଜ ନାମ୍ବିୟାର ମଧ୍ୟ ସେଠାରେ ରୁହନ୍ତି । ମୋନି ଖୁବଶୀଘ୍ର ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular