spot_img

କରୋନାରୁ ସୁସ୍ଥ ହୋଇ ଫେରିଲେ ବଲିଉଡ ଅଭିନେତା ଅଜୁର୍ନ କପୁର

ମୁମ୍ବାଇ: ସାରା ଦେଶରେ କୋଭିଡ଼ ସଂକ୍ରମଣ ଧିରେ ଧିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏଥିରୁ ବାଦ ପଡ଼ିନଥିଲେ ବଲିଉଡ଼ ଅଭିନେତା ଅର୍ଜୁନ କପୁର । ସେପ୍ଟେମ୍ବର ୬ରେ ଅର୍ଜୁନ କପୁର କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ତେବେ ଗୋଟେ ମାସେ ପରେ ସେ ସଂପୂର୍ଣ୍ଣ କରୋନା ମୁକ୍ତ ହୋଇଥିବାର ଜଣାପଡ଼ିଛି । ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular