spot_img

ଆଇପିଏଲ ଅକଶନରେ ସର୍ବନିମ୍ନ ପାହ୍ୟାରେ ଅର୍ଜୁନ

ଚେନ୍ନାଇ: ଚଳିତ ବର୍ଷ ଫେବଆରୀ ୧୮ ତାରିଖରୁ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବାକୁ ଯାଉଛି । ଏନେଇ ନିଲାମ ପ୍ରକ୍ରିୟାରେ ସର୍ବମୋଟ ୧୦୯୭ ଜଣ ଖେଳାଳିଙ୍କ ନାମ ପଞ୍ଜୀକୃତ କରାଯାଇଛି । ତେବେ ନିଲାମ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ବାଂଲାଦେଶ ଅଲରାଉଣ୍ଡର ଶକିବ ଅଲ ହସନ ଏବଂ ପୂର୍ବତନ ଭାରତୀୟ ପେସର ଏସ.ଶ୍ରୀସନ୍ଥ । ଅନ୍ୟପଟେ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ ଏବଂ ଅଷ୍ଟ୍ରେଲିଆନ ଷ୍ଟାର ପେସର ମିଚେଲ ଷ୍ଟାର୍କ ଏହି ନିଲାମ ପ୍ରକ୍ରିୟାରୁ ଓହରିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular