spot_img

କଟକରୁ ନକଲି ଚା’ ଗୋଦାମ ଠାବ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: ସଦର ଥାନା ମୁକାମେଶ୍ବର ଅଞ୍ଚଳରେ ନକଲି ଅପମିଶ୍ରିତ ଚା ଗୋଦାମ ଠାବ ଘଟଣା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ର ବିଶ୍ବାଳଙ୍କୁ ଗିରଫ କରାଯାଇଛି ଖାଦ୍ୟ ଅପମିଶ୍ରଣ ନକଲି କରିବା ଅଭିଯୋଗରେ ଗିରଫ  କରିଛି ପୋଲିସ ଗିରଫ ପରେ ସୁରେଶକୁ ଆଜି ସଦର ଥାନା ପୋଲିସ କୋର୍ଟ ଚାଲାଣ କରିବାର ସୂଚନା ରହିଛି  

ସୂଚନାଯୋଗ୍ୟ ଯେ, କଟକରେ ଲଗାତର ଭାବେ ନକଲି ଅପମିଶ୍ରିତ ଖାଦ୍ୟ ସାମଗ୍ରୀର କାରଖାନା ଠାବ ହେଉଛି ଏହି ପରିପ୍ରେକ୍ଷୀରେ ବୁଧବାର ଦିନ କଟକ ସହରର ଏକ ଅପମିଶ୍ରିତ ଚାଗୋଦାମ ଠାବ କରିଥିଲା ପୋଲିସ

ସହରର ମୁକାମେଶ୍ୱର ଗାଁରୁ ଏକ ଚାଗୋଦାମ ଠାବ କରିଥିଲା ପୋଲିସ ଏହି ଚଢାଉରେ ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରିଛି ଏହାସହ ଘଟଣାରେ ଜଣଙ୍କୁ ଅଟକ ଛାନ୍ଭିନ୍ଆରମ୍ଭ କରିଥିଲା ପୋଲିସ ଚଢାଉ ବେଳେ  ପାଖାପାଖି କ୍ୱିଣ୍ଟାଲରୁ ଅଧିକ ନକଲି ଚା ପତି ଜବତ କରାଯାଇଛି ଏଠାରେ ବିଭିନ୍ନ ବ୍ରାଣ୍ଡର ଚା ପତିକୁ ଅପମିଶ୍ରିତ କରାଯାଉଥିବା ସୂଚନା ମିଲିଥିଲା

LEAVE A REPLY

Please enter your comment!
Please enter your name here

- Advertisment -

Most Popular