spot_img

ଅଶ୍ୱଗନ୍ଧା ସେବନ ନିରାପଦ କି.?

ଆୟୁବେର୍ଦରେ ଅଶ୍ୱଗନ୍ଧାକୁ ଏକ ଗୁରୁତ୍ୱପୁର୍ଣ୍ଣ େଓøଷଧୀୟ ଜଡିବୁଟି ଭାବେ ସ୍ଥାନ ମିଳିଛି । ଏଥିରେ ଏକାଧିକ େଓøଷଧୀୟ ଗିଣ ମଧ୍ୟ ରହିଛି । ଏହା ସେବନ କରିବା ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । ଅଶ୍ୱଗନ୍ଧା ରୋଗ ପ୍ରତିରୋଧକ ଶକ୍ରି ବଢାଇବା ସହ ଜୀବନକାଳ ମଧ୍ୟ ବଢାଇଥାଏ । ଶକ୍ରି ସାମର୍ଥ୍ୟ ବୃଦ୍ଧି କରେ । ଅଶ୍ୱଗନ୍ଦା ଦୁର୍ବଳତା ଦୁର ମଧ୍ୟ କରିଥାଏ ୀ ଏଥିସହ ଆପଣ ଯଦି ରାତିରେ ଶୋଇବା ପୁର୍ବରୁ ଏହାକୁ ଗୋଟିଏ ଗ୍ଲାସ କ୍ଷାରରେ ମିଶାଇ ପିଇବେ ଏହା ନିଦ୍ରାହିନତା ଦୁର କରେ । ଏଥିସହ ଗର୍ଭବତୀ ମହିଳାଙ୍କ ପାଇଁ ସହାୟକ ହୁଏ । ଶକ୍ତି ଓ ସହନଶୀଳତା ବଢାଏ । ଗର୍ଭଧାରଣ ଅବସ୍ଥାରେ ଅଶ୍ୱଗନ୍ଧା ସେବନ କରିବା ନିଷିଦ୍ଧ । ଥାଇରଏଡ ଅସ୍ୱାଭବିକ ଥିବା ରୋଗୀମାନେ ଡାକ୍ତରଙ୍କ ସହ ପରାର୍ମଶ ପରେ ହିଁ ଅଶ୍ୱଗନ୍ଧା ସେବନ କରିବା ଜରୁରୀ । ଏହା ମଧ୍ୟ ଅତିମାତ୍ରାରେ ସେବନ କଲେ ହାନିକାରକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular