ନୂଆପଡା : ଭିଜିଲାନ୍ସ ଜାଲରେ ଖରିଆର ରୋଡ ସରକାରୀ ITI ପ୍ରିନ୍ସିପାଲ ବିଭୁତି ଭୁଷଣ ସାହୁ । ପଦବୀ ନବିକରଣ ପାଇଁ ନେଉଥିଲେ ୩୦ ହଜାର ଟଙ୍କା । ପୂର୍ବ ଯୋଜନା ମୁତାବକ ଟଙ୍କା ନେବା ସମୟରେ ରଙ୍ଗେ ହାତ ଧରିରେ ଜୟପୁର ଭିଜିଲାନ୍ସ ଦଳ । ସର୍ଭିସ ପେପର ରିନୁଆଲ କରିଦେବା ପାଇଁ ଭୁପେନ୍ଦ୍ର ମହାନନ୍ଦ ଠାରୁ ନେଉଥିଲେ ଲାଞ୍ଚ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0