ଆଜି ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୁର୍ଣ୍ଣ୍ୟତିଥୀ.. ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଂଜଳି ଜଣାଇବା ସହ ମୋଦି କହିଛନ୍ତି ବିକାଶ କ୍ଷେତ୍ରରେ ସବୁବେଳେ ମନେ ପକାଇବା ସହ ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଓ କହିଛନ୍ତି ଅଟଳଜୀଙ୍କ ଜୀବନି ବିଷୟରେ ବହୁତ କିଛି କୁହାଯାଇପାରିବ. ଏଥିସହ ଏହି ଦେଶ ଅଟଳଜୀଙ୍କ ଯୋଗଦାନକୁ କେବେ ଭୁବିପାରିବନାହିଁ । ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ୧୯୪୨ ମସିହା ଡିସେମ୍ବର ୨୫ତାରିଖରେ ମଧ୍ୟପ୍ରଦେଶ ଗ୍ୱାଲିୟରରେ ହୋଇଥିଲା । ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0