spot_img

କମିଶନରେଟ୍ ପୋଲିସ କବଜାରେ ଲୁଟେରା

ଭୁବନେଶ୍ୱର: ପଟିଆ ସ୍ଥିତ ଇନଫୋସିଟି ଥାନା ମ୍ୟାଗନେଟ୍ ଛକ ପିଏନବି ଏଟିଏମରୁ ଲୁଟ୍ ଘଟଣାରେ ପୋଲିସ ଲୁଟାରେକୁ ଗିରଫ କରିଛି । ଗତ ମାସ ୧୧ତାରିଖରେ ପିଏନବି ଏଟିଏମ ତାଡି ୨୭ ଲକ୍ଷ ୮୪ ହଜାର ଲୁଟି ନେଇଥିଲେ ଦୁର୍ବୃତ୍ତ । ଲୁଟ୍ ପଛରେ ରାଜ୍ୟ ବାହାର ଅପରାଧୀଙ୍କ ହାତ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular