spot_img

ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ହାଟସାହି ଅହମଦ ପୁର ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ସତୁରୀ ବର୍ଷୀୟ ବୃଦ୍ଧା ମୁକ୍ତା ମଳିକ ଙ୍କ ଜାଗାକୁ ଲାଗି ପଡୋଶୀ ଭଗବାନ ମଳିକି ଜାଗା ବାଡ଼ି ବିବାଦ କୁ ନେଇ ମାନ୍ୟବର କୋର୍ଟ ରେ ବିଚାରଧୀନ ରହିଛି । କିନ୍ତୁ ଅଚାନକ ଭାବରେ ଗତକାଲି ପୁଷ୍ପଲତାଙ୍କୁ ସଂଘ ବଧ ହୋଇ ଆକ୍ରମଣ କରିବା ବେଳେ ପାଟି ଶୁଣି ଶାଶୁ ମୁକ୍ତା ଦୌଡ଼ି ଆସିବାରୁ ଦୁବୁର୍ତ୍ତ ମାନେ ଜଣଙ୍କ ପରେ ଜଣଙ୍କୁ ମରଣଆତ୍ମକ ଆକ୍ରମଣ କରିଚାଲିଲେ । ପିଡୀତ ଉପାୟ ଶୂନ୍ୟ ହୋଇ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜକନିକା ଥାନାର ଭାରପ୍ରାପ୍ତ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ବୋଲି କହିଛନ୍ତି । ଅନ୍ୟ ପଟେ ଭଗବାନ ମଳିକ ଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ଆସନ୍ତୁ ଶୁଣିବା କଣ କହୁଛନ୍ତି ମୁକ୍ତା ମଳିକ ଙ୍କ ପରିବାର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular