spot_img

ଅଷ୍ଟ୍ରେଲିଆକୁ ମାତ ଦେଲା ଭାରତ

ସିଡନୀ: ତୃତୀୟ ଦିନିକିଆ ମ୍ୟାଚରେ ପ୍ରଥମଥର ପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳକୁ ହାରର ସାମ୍ନା କରିବା ପାଇଁ ପଡିଛି । ତେବେ ପ୍ରଥମେ ଭାରତ ବ୍ୟାଟିଂ କରି ୫୦ ଓଭରରେ ୫ ୱିକେଟ ହରାଇ ୩୦୨ ରନ କରିଥିଲା । ଅନ୍ୟପଟେ ଏହାର ଜବାବରେ ଘରୋଇ ଦଳ ୪୯.୩ ଓଭରରେ ୨୮୯ ରନକରି ଅଲଆଉଟ ହୋଇଯାଇଥିଲା । ଏହା ସହ ଭାରତ ଦିନିକିଆ ସିରିଜରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ମାତ ଦେଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ୧୫୦ ରନର ଭାଗୀଦାରି ଫଳରେ ଭାରତ ଏକ ବିଶାଳ ରନ କରିବାରେ ସମର୍ଥ ହୋଇଥିଲା । ସେହିପରି ଭାରତୀୟ ବୋଲରଙ୍କ ଚମକ୍ରାର ପ୍ରଦର୍ଶନ ବଳରେ ଘରୋଇ ଦଳକୁ ୧୩ ରନରେ ପରାସ୍ତ କରିଥିଲା ଭାରତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular