ମେଲବୋର୍ନ: ସିଡନୀରେ ମହାମାରୀ କରୋନା ଦିନକୁ ଦିନ ତା’ର କାୟା ବିସ୍ତାର କରିବାରେ ଲାଗିଛି । ତେବେ ସିଡନୀରେ ଆସନ୍ତା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବାକୁ ଅଛି । ତେଣୁ ପରିସ୍ଥିତ ଉପରେ କଡା ନଜର ଅଛି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ସୂଚନା ଦେଇଛି । ଏହା ସହ ଆସନ୍ତା ତୃତୀୟ ଟେଷ୍ଟ କୋଭିଡ -୧୯ ଦ୍ୱାରା ପ୍ରଭାବିତ ହେବ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0