spot_img

ଅସ୍ତରଙ୍ଗରେ ଭାରତ ବନ୍ଦର ପ୍ରଭାବ.. ଗର୍ଜିଲେ ଅଙ୍ଗନବାଡି ଓ ଆଶା କର୍ମୀ

ପୁରୀ : ଆଜି ଭାରତ ବନ୍ଦ ଡାକରା । ଦଶଟି ଟ୍ରେଡ଼ ୟୁନିଅନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆଜି ଅସ୍ତରଙ୍ଗ ବ୍ଲକ ରସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅତ୍ୟାବଶ୍ୟକ ଦୋକାନ କୁ ଛାଡି ଦେଲେ ସବୁ ବନ୍ଦ ହୋଇଛି । ଏହାର ପ୍ରଭାବ ଅସ୍ତରଙ୍ଗ ବ୍ଲକ ରେ ଦେଖିବାକୁ ମିଳିଛି । ସେଥିପାଇଁ ଅସ୍ତରଙ୍ଗ ବ୍ଲକ ର ଅଙ୍ଗନବାଡି କର୍ମୀ ,ଆଶା କର୍ମୀ ଏକାଠି ହୋଇ ବିଭିନ୍ନ ଦାବୀ ଗୁଡିକ ପୂରଣ କରିବା ପାଇଁ ନାନା ବାଜି ଦେବା ସହ ଅସ୍ତରଙ୍ଗ ବ୍ଲକ ଠାରୁ ତାରିଣୀ ମନ୍ଦିର ଏକ ଶୋଭାଯାତ୍ରା କରିଥିଲେ । ବିଭିନ୍ନ ଜିନିଷର ଦରଦାମ ବଢ଼ିଯିବ ସହ ଅଙ୍ଗନବାଡି କର୍ମୀ ପିଲାମାନଙ୍କୁ ଦେଉଥିବା ଅଣ୍ଡା ରମୂଲ୍ୟ ବଜାର ରେ ଆଠ ଟଙ୍କା ଥିବା ବେଳେ ସରକାର ତରଫରୁ ପାଞ୍ଚ ଟଙ୍କା ପଚିଶ ପଇସା ମିଳୁଛି । ଏଭଳି ବିଭିନ୍ନ ଦାବୀ ନେଇ ଶୋଭାଯାତ୍ରା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular