spot_img

ବଲାଙ୍ଗୀରରେ ନାବାଳିକା ନିଖୋଜ

ବଲାଙ୍ଗୀର : ବଲାଙ୍ଗୀରରେ ନାବାଳିକା ନିଖୋଜ ମାମଲା । ଘଟଣାକୁ ନେଇ ଥାନାରେ ଏତଲା ରୁଜୁ କଲେ ନାବାଳିକାଙ୍କ ପରିବାରଲୋକେ । ଛାତ୍ରୀଜଣଙ୍କ ଦଶମ ଶ୍ରେଣୀରେ ପଢୁଥିଲେ । ରବିବାର ସଂଧ୍ୟା ସମୟରୁ ଛାତ୍ରୀଜଣଙ୍କ ନିଖୋଜ ଅଛନ୍ତି । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ଛାନଭିନ ଆରମ୍ଭ କରିଛି । ଏପରିକି କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ସହ ପରିବାର ଲୋକଙ୍କୁ ପଚାଉଚୁରା ଜାରି ରଖିଛି ଟାଉନ ଥାନା ପୋଲିସ । ବଲାଙ୍ଗୀର ସହର ଟିକ୍ରାପଡ଼ା ଅଞ୍ଚଳରେ ଛାତ୍ରୀ ଜଣଙ୍କ ବୋଲି ସୂଚନା ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular