ନୂଆଦିଲ୍ଲୀ: ଭାରତ ପକ୍ଷରୁ ୨୦ ଲକ୍ଷ କରୋନା ଟିକା ଉପହାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଚଳିତ ମାସ ୨୦ ତାରିଖରେ ଏହି ଟିକା ବାଂଲାଦେଶକୁ ପହଁଞ୍ଚିବାର ସୂଚନା ମିଳିଛି । ତେବେ ଏନେଇ ବାଂଲାଦେଶ ସ୍ୱାସ୍ଥ୍ୟ ସଚିବ ଅବଦୁଲ ମନାନ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଭାରତ ଠାରୁ ଟିକା ପାଇବା ଲାଗି ପାକିସ୍ତାନ ଆଶା ରଖିଛି । ଇତିମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଟିକାକୁ ଦେଶରେ ଜରୁରିକାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0