ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଵଡେଗାସ୍ଥିତ ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଵୃତ୍ତମାନେ ମଧ୍ୟରାତ୍ରୀରେ ଏହି କାଣ୍ଡ କରିଥିବା ଅନୁମାନ କରାଯାଉଛି। ତେବେ ସେମାନେ ଏଟିଏମରୁ ଟଙ୍କା ଲୁଟିବାରେ ସଫଳ ହୋଇ ନଥିବା କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0