spot_img

ବାଣପୁର ତହସିଲଦାରଙ୍କ ରେଡ୍

ବାଣପୁର: ବାଣପୁର ତହସିଲଦାରଙ୍କ ରେଡ଼୍ ୨ଟି ଟ୍ରକ, ୨ଟି ଟ୍ରାକ୍ଟର ସହ ଜେସିବି ଜବତ । ବାଣପୁର ତହସିଲ ଇଲାକାରେ ମାଫିଆମାନେ ଲୁଚି ଛପି ବିଭିନ୍ନ ବେଆଇନ ଖଣି ଏବଂ ସରକାରୀ ଜମିରୁ ପଥର କାଟି ଚୋରା ଚାଲାଣ କରୁଥିଲେ । ଯାହା ଫଳରେ ରାଜସ୍ୱର ବହୁତ କ୍ଷତି ହେଉଥିଲା । ବିଶେଷ ଶୁତ୍ରରୁ ଖବର ପାଇ ବାଣପୁର ତହସିଲଦାର ୨ଟି ବାଲି ବୋଝେଇ ଟ୍ରକ, ୨ଟି ମେଟାଲ ବୋଝେଇ ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ସହ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ ହୋଇଛି । ଜବତ ପରେ ସେମାନଙ୍କ ଠାରୁ ରାଜସ୍ୱ ଆଦାୟ କରାଯିବ ବୋଲି ବାଣପୁର ତହସିଲଦାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular