ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି
ମୃତକଜଣକ ହେଲେ ସ୍ଥାନୀୟ ରାଗଧା ଏସସିବି ଜୁନିଅର କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଲିଟୁ ମୁର୍ମୁ ସକାଳୁ ପ୍ରାତଃ ଭ୍ରମଣ ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ କ୍ଲିଟୁଙ୍କର ଘର କେସିପୁର ଗୀର୍ଜା ନିକଟରେ ବୋଲି ଜଣାପଡ଼ିଛି ବାରିପଦା ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି



Visitors Today : 1
Total Visitors : 130423
Total Views : 9891953
Visitors Online Now : 0