spot_img

ଛିଡୁନି ବର୍ଷା -ଅନୁଭବ ବିବାଦ..

ଛିଡୁନି ବର୍ଷା -ଅନୁଭବ ବିବାଦ । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି କୈାଣସି ବି ମତେ ପୁଣି ଥରେ ପତ୍ନୀ ବର୍ଷାଙ୍କ ସହ ସଂର୍ପକ ରଖିବାକୁ ଚାହୁଁନାହାନ୍ତି ଅନୁଭବ । ଏହି ଦୁଇ ପତି-ପତ୍ନୀ ସୋସିଆଲୟ ମିଡିଆରେ ନିଜ ନିଜର ଭାବନା ବ୍ୟକ୍ତ କରିବାରେ ଲାଗିପଡିଛନ୍ତି ଗୋଟିଏ ପଟେ ବର୍ଷା ସମାଧାନ ଚାହୁଁଥିବାବେଳେ ଅନ୍ୟପଟେ ଅନୁଭବ ବିବାହର ବିଚ୍ଚେଦ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular