ଗତକାଲି ର ଆଲୋଚନ ପରେ ସାଂସଦ ଅନୁଭବ ମହାନ୍ତି ଟୁଇଟ ଯୋଗେ ପ୍ରତିକ୍ରିୟା ରଖିଛନ୍ତି ସେ ଉଲ୍ଲେଖ କରିଛନ୍ତି କେବେ ବି ମୁଁ ଆଶା କରିନଥିଲି ଯେ ମାନବଧିକାର କମିଶନ ସଦସ୍ୟା ମୋତେ ଏବଂ ମୋ ପରିବାରକୁ ଠକିବେ ବୋଲି ମୁଁ ସବୁଥିରେ ସମସ୍ତଙ୍କୁ ସହଯୋଗ କରିଥିଲି କିନ୍ତ୍ ସେମାନେ ମୋତେ କହିଥିଲେ ଗତକାଲି ର ଆଲୋଚନା ପରେ ମିଡିଆରେ ପ୍ରତିକ୍ରିୟା ଦେବେ ନାହିଁ କିନ୍ତ୍ୁ ସେମାନେ ମିଡିଆରେ ପ୍ରତିକିୟା ଦେବା ସହ ମୋ ବିଷୟରେ ମିଛ ମଧ୍ୟ କହିଛନ୍ତି । ଏମିତିକି ସେମାନେ ପଛରୁ ଛୁରୀ ମଧ୍ୟ ମାରିଛନ୍ତି । ଗତକାଲି କମିଶନ ସଦସ୍ୟା ଆମ ଘରୁ ଯିବା ପରେ ସେମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ରେସପଣ୍ତ କରିନଥିବା ଟୁଇଟରେ ଉଲ୍ଲେଖ କରିଛନ୍ତି ଅନୁଭବ । ଏମିତି କି ଏଚ୍ଆରସି ସଦସ୍ୟା କହୁଥିବା ଗୀତା ମାଡମ୍ ବର୍ଷା ଏବଂ ତାଙ୍କ ପରିବାର ସହ ସମ୍ଫର୍କତି ଥିବା ଅଭିଯୋଗ କରିଛନ୍ତି ଅନୁଭବ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0