spot_img

ମା’ ବରୁଣେଇ ପୀଠରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ଖୋର୍ଦ୍ଧା : ଖୋର୍ଦ୍ଧା ପ୍ରାଣାନାଥ ମହାବିଦ୍ୟାଳୟର ୧୯୮୫ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ବନ୍ଧୁୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା’ ବରୁଣେଇ ପୀଠରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୩୫ ବର୍ଷ ପରେ ସମସ୍ତ ବନ୍ଧୁ ଏକତ୍ର ହୋଇଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଭରିଯାଇଥିଲା । ଏହି ବନ୍ଧୁ ମିଳନ ଉସôବରେ କୀର୍ତ୍ତନ ମାଥୀ, ଶରତ କୁମାର ସାହୁ, ଅଜୟ କୁମାର ସାହୁ, ମଧୁସୁଦନ ମିଶ୍ରଙ୍କ ତତ୍ୱାବଧାନ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular