ବିହାର : ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିଲା ସ୍ପଷ୍ଟ ବହୁମତ । ଏନଡିଏ ୧୨୫ ଆସନରେ ବିଜୟୀ ହୋଇଛି । ବିଧାନସଭାର ମୋଟ ୨୪୩ ଆସନରୁ ବିଜେପି- ଜେଡିୟୁ ମେଣ୍ଟକୁ ୧୨୫ ଆସନ ମିଳିଛି । ୧୨୫ ଆସନରୁ ବିଜେପିକୁ ୭୪ ଆସନ ମିଳିଥିବା ବେଳେ ଜେଡିୟୁ ପାଇଛି ୪୩ ଆସନ । ସେହିପରି ଭିଆଇପି ଓ ଏଚଏଏମ ୪ ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ନିର୍ବାଚନରେ ମହାଗଠବନ୍ଧନ ୧୧୦ ଟି ଆସନରେ ବିଜୟୀ ହୋଇଛି । ସେହିପରି ଆରଜେଡିକୁ ସର୍ବାଧିକ ୭୫ ଟି, କଂଗ୍ରେସ ୧୯, ବାମଦଳକୁ ୧୬ଟି ଆସନ, ଏଲଜେପିକୁ ଗୋଟିଏ ଓ ଅନ୍ୟାନ୍ୟ ୭ଟି ଆସନରେ ବିଜୟୀ ହୋଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0