spot_img

ନୀତୀଶ ମନ୍ତ୍ରୀ ମଣ୍ଡଳରେ ଅପରାଧୀ!

ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ୱରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ସରିଛି । ତେବେ ନୀତୀଶ ସରକାରଙ୍କ ଅଧାରୁ ଅଧିକ ମନ୍ତ୍ରୀଙ୍କ ନାମରେ ରହିଛି ଅପରାଧିକ ମାମଲା । ୬ ମନ୍ତ୍ରୀଙ୍କ ନାମରେ ରହିଛି ସଙ୍ଗିନ ଅଭିଯୋଗ । ଅନ୍ୟପଟେ ନୂତନ ରିପୋର୍ଟ ଅନୁସାରେ ୧୪ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ମନ୍ତ୍ରୀ କୋଟିପତି ଥିବା ସୂଚନା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular