ମାଲକାନଗିରି : ବିସ୍ଫୋରଣରେ ଉଡିଲା ମିନି ବସ୍ । ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ବାସାଗୁଡା ଗାଁ ନିକଟରେ ଘଟିଛି ବିସ୍ଫୋରଣ। ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମିନି ବସ ଉଡିଯାଇଛି । ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

Visitors Today : 0
Total Visitors : 130175
Total Views : 9891622
Visitors Online Now : 0