spot_img

ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନାଙ୍କ ଜନ୍ମ ଦିନରେ ଫଟୋ ସେୟାର କଲେ ଅକ୍ଷୟ

ବଲିଉଡ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନାଙ୍କ ଜନ୍ମଦିନ ଅବସରରେ ଅକ୍ଷୟ କୁମାର ତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଟ୍ୱିଙ୍କଲ ଖାନ୍ନା ଆଜି ତାଙ୍କର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ଜନ୍ମଦିନର ଶୁଭେଚ୍ଛା ତାଙ୍କ ସ୍ୱାମୀ ଏବଂ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କଠାରୁ ଆସିଥିଲା । ଟ୍ୱିଙ୍କଲଙ୍କ ସହ ଅକ୍ଷୟ କୁମାର ସାଇକେଲରେ ବସି ଫୋଟୋ ସେୟାର କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular