spot_img

ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ, ଆନନ୍ଦପୁର ନିର୍ବାଚଳ ମଣ୍ଡଳୀରେ ସଭାର ଆୟୋଜନ

()ଆନନ୍ଦପୁର: ଆଜି ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ । ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟକର୍ମୀମାନଙ୍କ ତରଫରୁ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଏନେଇ ଆନନ୍ଦପୁର ନିର୍ବାଚଳ ମଣ୍ଡଳୀରେ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ଶ୍ରୀ ଭାଗିରଥି ସେଠିଙ୍କ ସମେତ କେନ୍ଦୁଝର ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ କୁମାର ରାମ ପୂର୍ବତନ ବିଧାୟକ ମାୟାଧର ଜେନା ଉପସ୍ଥିତ ରହିଥିଲେ । ବହୁ ସଂଖ୍ୟକ ବିଜେଡି କର୍ମୀ ଏକତ୍ରିତ ହୋଇ ଦିବସକୁ ପାଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular