କୋଲକାତା – କୋଭିଡ-୧୯ରେ ପଶ୍ଚିମବଙ୍ଗର ଆଉ ଜଣେ ବିଜେପି ନେତା ପ୍ରାଣ ହରାଇଛନ୍ତି। ମୃତକ ହେଲେ ୬୬ ବର୍ଷ ବୟସ୍କ ଡା. ଦେବାଶିଷ ସମନ୍ତ। ସେ ଗତ ୨୦୧୯ ଲୋକସଭା ନିର୍ବାଚନରେ କାଂଠୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ପଶ୍ଚିମବଙ୍ଗରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀରେ ୩ଦିନ ପୂର୍ବରୁ ବିଜେପି ନେତ୍ରୀ ଅଗ୍ନିମିତ୍ରା ପାଲଙ୍କର ପରଲୋକ ହୋଇଥିଲା। ଏଥିରେ ଆଉ ଜଣେ ନେତାଙ୍କ ମୃତ୍ୟୁ ରାଜ୍ୟରେ ବିଜେପି ନେତା ଓ କର୍ମୀଙ୍କୁ ଆତଙ୍କିତ କରିଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0