spot_img

କେନ୍ଦୁଝରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ମଚାରୀ ସଂଘର ଧାରଣା

କେନ୍ଦୁଝର: ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ମଚାରୀ ସଂଘର ଧାରଣା । ସଂଘ ପକ୍ଷରୁ ଆଞ୍ଚଳିକ ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଏକ ଦିନିଆ ଧାରଣା ଦିଆଯାଇଛି । ଶ୍ରମିକ ବିରୋଧୀ ଆଇନକୁ ବିରୋଧ, ବ୍ୟାଙ୍କରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ପ୍ରଦାନ, ବ୍ୟାଙ୍କ ଘରୋଇ କରଣକୁ ବନ୍ଦ କରିବା ପ୍ରଭୁତି ବିଭିନ୍ନ ଦାବି ନେଇ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଏନେଇ ଏକ ଦାବି ପତ୍ର କେନ୍ଦୁଝରରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular