ବର୍ଷ ୨୦୨୦ ବଲିଉଡ ଜଗତପାଇଁ ଅନେକ ଶୋକ ସମ୍ବାଦ ଆଣିଛି । ଚଳିତ ବର୍ଷ ବଲିଉଡର ଅନେକ ସେଲିବ୍ରିଟିଙ୍କ ପରଲୋକ ହୋଇଛି । ରଷ କାପୁର , ଇରଫାନ ଖାନ ଫ୍ୱାଜିଦ ଅଲିଙ୍କ ସମତେ ଅନେକ ସେଲିବ୍ରିଟି ଦୁନିଆକୁ ଅଲବିଦା କରିଛନ୍ତି । ବଲିଉଡର ପ୍ରଚ୍ଛଦପଟ ଗାୟିକା ଅନୁରାଧା ପୌଡ଼ୱାଲଙ୍କ ପୁଅ ଆଦିତ୍ୟ ପୌଡ଼ୱାଲଙ୍କ ପରଲୋକ ହୋଇଛି । ଆଦିତ୍ୟ ପୌଡ଼ୱାଲଙ୍କ ଦେହାନ୍ତ ପରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ୩୫ ବର୍ଷ ବୟସରେ ସେ ଦୁନିଆକୁ ସବୁଦିନ ପାଇଁ ଅଲବିଦା କରି ଚାଲି ଯାଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0