ଭଞ୍ଜନଗର : ଗଞ୍ଜାମ ଓ ଗଜପତି ସୀମାନ୍ତରେ ପ୍ରବଳ ବର୍ଷା ହେବା ଯୋଗୁଁ ଡାଇଭରସନ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ଫଳରେ ଗଞ୍ଜାମ ଜିଲ୍ଲା ବଡଗଡ ନିକଟରେ ନିର୍ମାଣଧିନ ଜରଉ ନଦୀ ସେତୁର ଡାଇଭରସନ ଭାଙ୍ଗିଯାଇଛି ।ଡାଇଭରସନଟି ଭାଙ୍ଗି ଯାଇଥିବାକୁ ବଡଗଡରୁ ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ତିତିଲି ବତ୍ୟାରେ ଏହି ବ୍ରିଜ୍ ଟି ଭାଙ୍ଗି ଯାଇଥିଲା । ବର୍ତ୍ତମାନ ଏହାର ନିର୍ମାଣ କାର୍ୟ୍ୟ ଚାଲିଥିଲା ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0