ବାଲୁଗାଁ : ଖୋର୍ଦ୍ଧାର ମତ୍ସ ଅଧିକାରୀ କାର୍ଯ୍ୟାଳୟର ପାଚେରୀକୁ କେହି ଜେସିବି ସାହାର୍ଯ୍ୟରେ ଭାଙ୍ଗିଦେଇଛି । ଚିଲିକାର ବାଲୁଗାଁ କୁଳରେ ଥିବା ଏହି ମସô ଅଧିକାରୀ କାର୍ଯ୍ୟାଳୟର ପାଚେରୀକୁ ରାତିରେ କେହି ଜେସିବି ସାହାର୍ଯ୍ୟରେ ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ବାଲୁଗାଁ ଥାନାରେ ମସ୍ଛ ବିଭାଗ ପକ୍ଷରୁ ଅଭିଯୋଗ ହୋଇଛି । କିଛି ଦୃବୁତ ଏହି ପାଚେରୀ କୁ ଉଦ୍ଦେଶ୍ୟ ମୂଳକ ଭାବେ ଭାଙ୍ଗିଥିବା କୁହାଯାଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0