ମାଲକାନଗିରି : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜୟପୁର ଜାତୀୟ ରାଜପଥ ପାଙ୍ଗମ ଗ୍ରାମ ନିକଟରେ ଏକ ପୋଲ ତଳକୁ ଖସିଯାଇଥିଲା କାର । କାରରେ ୪ଜଣ ଯାତ୍ରୀ ବସିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ସକାଳୁ ଗାଡ଼ିକୁ ଦେଖି ମାଥିଲି ପୁଲିସକୁ ଖବର ଦେଇଥିଲେ।

Visitors Today : 1
Total Visitors : 130427
Total Views : 9891958
Visitors Online Now : 0