spot_img

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ କାର ରେସର

ଫ୍ରାନ୍ସ: ବହରିନ ଗ୍ରାଂଫି ହେଉଥିବା ସମୟରେ ହାସର ଗାଡିଚାଳକ ରୋମେନ ଗ୍ରୋସଜେନ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଥିଲେ । ଫ୍ରାନ୍ସର ୩୪ ବର୍ଷୀୟ ଫର୍ମୁଲା ୱାନର ଚାଳକ ଗାଡି ଆରମ୍ଭରୁ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ଗାଡି ଚାଳକ ରୋମେନ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀଯାଇଥିଲେ । କିନ୍ତୁ ଗରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ତେବେ ତାଙ୍କର ମେରୁଦଣ୍ଡର ହାଡ ଭାଙ୍ଗିଯାଇଥିବାର ସୂଚନା ଦେଇଛନ୍ତି ହସ୍ପିଟାଲ କତୃପକ୍ଷ । ଅନ୍ୟପଟେ ତାଙ୍କର ମର୍ମନ୍ତୁକ ଦୁର୍ଘଟଣା ପରେ ରେସକୁ ରୋକିବା ପାଇଁ ପଡିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular