spot_img

ଚମ୍ପୁଆରେ ଭାରତ ବନ୍ଦ ସଫଳ

ଚମ୍ପୁଆ: ଚମ୍ପୁଆରେ ଭାରତ ବନ୍ଦ ସଫଳ । ବିଭିନ୍ନ ରାଜନୌତିକ ଦଳ ବନ୍ଦକୁ ସଫଳ କରିବାରେ ଆହ୍ୱାନ ଦେଇଥିଲେ । ବନ୍ଦ ଯୋଗୁଁ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ସରକାରୀ କାର୍ଯ୍ୟାଳୟ , କୋର୍ଟ , କଚେରୀ ବନ୍ଦ ରହିଥିଲା । କଂଗ୍ରେସ ନେତା ଗୁରୁବକ୍ସି ସିଂ ଅଲୁଆଲିଆ, କମୁ୍ୟନିଷ୍ଟ ନେତା ବିଦ୍ୟାଧର ମହାନ୍ତ ଓ ଅନ୍ୟ ନେତୃବୃନ୍ଦ ମାନେ ବନ୍ଦକୁ ସଫଳ କରିଥିଲେ । ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଚମ୍ପୁଆ ବଜାରର ଉଭୟ ପାଶ୍ୱର୍ରେ ଶହ ଶହ ଭାରୀ ଯାନ ଅଟକି ରହ÷ିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular