ଚୀନର ‘ଚାଙ୍ଗ- ୫’ଚନ୍ଦ୍ର ଅନୁସନ୍ଧାନ ପୃଥିବିକୁ ଯାତ୍ରା ଆରମ୍ଭ କରିଛି । ଚାଇନାରୁ ମାଟି ଏବଂ ପଥର ନେଇ ଚାଇନାର ଏକ ମହାକାଶ ଯାନ ପୃଥିବୀକୁ ଫେରିବା ଆରମ୍ଭ କରିଛି । ଜାତୀୟଗଣ ମାଧ୍ୟମରୁ ପ୍ରକାଶ ଚିନ୍ ୧୯୭୦ ଦଶକରୁ ଚନ୍ଦ୍ର ନମୁନାକୁ ସଫଳତାର ସହ ଉଦ୍ଧାର କରିବାରେ ପ୍ରଥମ ଦେଶ । ଚାଙ୍ଗ ୫ ଅନୁସନ୍ଧାନରେ ଇଂଜିନ ଚନ୍ଦ୍ର ପୃଷ୍ଠାରୁ ୧୪୩ ମାଇଲ ନିଆଁ ଲଗାଇ ଦେଇଛି । ଆମେରିକା ଏବଂ ସୋଭିଏତ ୟୁନିୟନ ପରେ ଚିନ୍ ଚନ୍ଦ୍ର ନମୁନା ଉଦ୍ଧାର କରିବାରେ ତୃତ୍ୱୀୟ ଦେଶ । ନଭେମ୍ବର ୨୪ରେ ଚାଙ୍ଗ୫ ଲଂଚ କରାଯାଇଥିଲା । ଡ଼ିସେମ୍ବର ୧ରେ ଲ୍ୟାଣ୍ଡର ଗାଡ଼ି ଚନ୍ଦ୍ର ଉପରେ ଛୁଇଁଥିଲା ।ଏହି ମିଶନକୁ ୨୩ ଦିନ ଲାଗିବ ବୋଲି ଅନୁମାନ କରାଯାଉଥିଲା । ଚାଇନିଜ ରାଣିକ ଚାଇନାର ଚନ୍ଦ୍ର ଦେବୀଙ୍କ ନାଁରେ ନାମିତ ଚ୍ୟାଙ୍ଗ୫ ମହାକାଶ ଯାନ ଗୁରୁବାର ଚନ୍ଦ୍ର ଛାଡ଼ିଛି ବୋଲି ଚୀନର ସ୍ପେସ୍ ଏଜେନ୍ସି କହିଛି । ମଙ୍ଗଳବାର ଦିନ ଚନ୍ଦ୍ରରେ ଅବତରଣ କରି ଚନ୍ଦ୍ର ପଥର ଏବଂ ମାଟି ନେଇଥିବା ଏକ ଶକ୍ତିଶାଳୀ ଥ୍ରଷ୍ଟ ଇତ୍ନ ଦ୍ୱାରା ଉତକ୍ଷେପଣ କରାଯାଇଥଲା । ସିସିଟିଭି ଭିଡ଼ିଓ ଫୁଟେଜ ମାଧ୍ୟମରେ ଚନ୍ଦ୍ର ପୃଷ୍ଠାରୁ ଅନୁସନ୍ଧାନ ଚାଲିଥିବାର ଦେଖାଯାଇଛି । ଲିଫ୍ଟ ଅଫ ପୁର୍ବରୁ ଚନ୍ଦ୍ର ପୃଷ୍ଠରେ ଚୀନ ପତାକା ଉତୋଳନ କରାଯାଇଥିଲା । ସେପଟେ ବୌଜ୍ଞାନିକ ମାନେ ଆଶା କରୁଛନ୍ତି ନମୁନାଗୁଡ଼ିକ ଚନ୍ଦ୍ରର ଉପର୍ତି,ଗଠନ ଏବଂ ଆଗ୍ନେୟଗିରି କାର୍ଯ୍ୟକଳାପ ବିଷୟରେ ଜାଣିବାରେ ସାହାର୍ଯ୍ୟ କରିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0