spot_img

ରେଷ୍ଟୁରାଣ୍ଟରେ ଭୁଶୁଡିଲା ଛାତ: ୨୯ ମୃତ, ୨୧ ଆହତ

ବେଜିଂ : ଶନିବାର ଦିନ ଚୀନର ଶଂକ୍ସ ଅଞ୍ଚଳରେ ରେଷ୍ଟୁରାଣ୍ଟଭୁଷୁଡି ୨୯ ଜଣ ମୃତ୍ୟୁ ବରଣ କରିଛନ୍ତି । ସୂଚନା ମୁତାବକ ଚୀନ୍ ଜିୟାଙ୍ଗଫେନ କାଉଣ୍ଟି ଚେବନଝୁଆଙ୍ଗ ସ୍ଥିତ ଜୁଜିିୟାନ ରେଷ୍ଟ୍ରୁରାଣ୍ଟରେ ଘଟିଛି ଏଭଳି ଅଭାବନୀ. ଘଟଣା । ସକାଳ ୯ ଟା ୪୦ରେ ଜଣେ ବ୍ୟକ୍ତିଙ୍କ ଜନ୍ମଦିନ ପାର୍ଟି ଚାଲିଥିଲା । ସେହି ସମୟରେ ଏଭଳି ଅବାବନୀୟ ଘଟଣା ଘଟିଛି । ପାର୍ଟି ଚାଲିଥିବା ବେଳେ ହଠାତ୍ ରେଷ୍ଟୁରାଣ୍ଟର ଛାତ ଭୁଶୁଡି ପଡିଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨୧ ଜଣ ଆହତ ହୋଇଛନ୍ତି । ରବିବାର ସକାଳ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular