ନୂଆଦିଲ୍ଲୀ: ଚୀନ ଆଜି ୫ ଭାରତୀୟଙ୍କୁ ମୁକ୍ତ କରିବ । ସକାଳ ସାଢ଼େ ୯ଟାରେ ୫ ଯୁବକଙ୍କୁ ଚୀନ୍ ମୁକ୍ତ କରିବ । ସୀମା ବିବାଦରେ ପିଏଲଏ ଗତ ସପ୍ତାହରେ ସେମାନଙ୍କୁ ବନ୍ଧକ ରଖିଥିଲା । ଅରୁଣାଚଳ ପ୍ରଦେଶର ୫ ଯୁବକ ସୁବନସିରିରେ ଭାରତ-ଚୀନ ସୀମା ପାଖରେ ନିଖୋଜ ହୋଇଯାଇଥିଲେ । ଏହା ପରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ସେମାନେ ଚୀନ କବ୍ଜାରେ ଥିବା ସୂଚନା ଦେଇଥିଲେ । ତାଙ୍କ କହିବାନୁସାରେ ଚୀନ ସେନା ଆଜି ଅରୁଣାଚଳ ପ୍ରଦେଶରୁ ଲାପତ୍ତା ହୋଇଥିବା ସମସ୍ତ ୫ ଯୁବକଙ୍କୁ ୱାଚା ଅଞ୍ଚଳରେ ନିର୍ଦ୍ଧାରିତ ସ୍ଥାନରେ ଛାଡ଼ିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0