spot_img

୧୮ରେ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

ଭୁବନେଶ୍ବର : ଆସନ୍ତା ୭ ତାରିଖଠାରୁ ଘଟଗାଁ ତାରିଣୀ ମନ୍ଦିର ବ୍ୟତୀତ କେନ୍ଦୁଝର ଜିଲ୍ଲାର ଅନ୍ୟ ସବୁ ଧର୍ମାନୁଷ୍ଠାନ ଖୋଲିବ । ଜିଲ୍ଲାର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଘଟଗାଁର ମା’ ତାରିଣୀ ମନ୍ଦିର ଆସନ୍ତା ୧୮ ତାରିଖରୁ ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ କୋଭିଡ ଗାଇଡଲାଇନ ପାଳନ ସହିତ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular