ଅନୁଗୋଳ : ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେନର ସହ ଧକ୍କା ହୋଇଛି ଟ୍ରକ୍। ସମ୍ବଲପୁର ଅଭିମୁଖେ ଯାଉଥିବା କଣ୍ଟେନର ସହିତ ଲୁହାଗୁଣ୍ଡ ନେଇ କଟକ ଆଡକୁ ଯାଉଥିବା ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଟ୍ରକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କଣ୍ଟେନର ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0