ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଜନ୍ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ-୨’ ର ରିଲିଜ୍ ତାରିଖ । ଫିଲ୍ମ ମେ’ ୧୩ ତାରିଖ ଅର୍ଥାତ ଇଦ ଅବସରରେ ରିଲିଜ୍ ହେବ। ଏପଟେ ଚଳିତ ବର୍ଷ ଇଦ୍ ଅବସରରେ ସଲମାନ ଖାନଙ୍କ ‘ରାଧେ’ ରିଲିଜ ହେବାକୁ ଯାଉଛି। ଇଦରେ ଦୁଇଟି ଆକ୍ସନ ଫିଲ୍ମ ରିଲିଜ ହେବ। ଜନ୍ ଆବ୍ରାହମ୍ ଡବଲ୍ ରୋଲରେ ନଜର ଆସିବେ। ଫିଲ୍ମର ଦମଦାର୍ ପୋଷ୍ଟର୍ ରିଲିଜ୍ ହୋଇଛି। ଏଥିରେ ଜନ ଆବ୍ରାହମ ଦୁଇଟି ଅବତାରରେ ନଜର ଆସୁଛନ୍ତି। ଏହି ଆକ୍ସନ ଡ୍ରାମା ଫିଲ୍ମରେ ଜନଙ୍କ ବିପକ୍ଷରେ ଦିବ୍ୟା ଖୋସଲା ନଜର ଆସିବେ। ଫିଲ୍ମର ପ୍ରଯୋଜନା ଦେଇଛନ୍ତି ଭୂଷଣ କୁମାର।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0