ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୩ ହଜାର ୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ବର୍ତ୍ତମାନ ଦେଶରେ ୮ ଲକ୍ଷ ୨୬ ହଜାର ୮୭୬ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ଆରୋଗ୍ୟ ଲାଭ କରିଛନ୍ତି ୬୩ ଲକ୍ଷ ୧ ହଜାର ୯୨୭ । ସେହିପରି ଦେଶରେ ଦିନକରେ ୭୩୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ନୂତନ ମୃତ୍ୟୁକୁ ମିଶାଇ ଦେଶରେ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୧୦ହଜାର ୫୮୬ କୁ ବୃଦ୍ଧି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0