spot_img

ମଧ୍ୟ ପ୍ରଦେଶ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତ୍ରୀ ଉମା ଭାରତୀ କରୋନା ପଜିଟିଭ ଚିହ୍ନଟ

ମଧ୍ୟ ପ୍ରଦେଶ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତ୍ରୀ ଉମା ଭାରତୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟ ରୁ କରୋନା ପଜିଟିଭ ହୋଇଥିବା ସୁଚନା ଦେଇଛନ୍ତି । କରୋନା ଚିହ୍ନଟ ହେବା ପରେ ସେ ରଷି କେଶ ଓ ହରିଦ୍ୱାର ମଝିରେ ଥିବା ବନେ୍ଦ ମାତରମ କୁଂଜରେ ନିଜକୁ କ୍ୱାରେଣ୍ଟାଇନରେ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular