spot_img

ରାଜ୍ୟରେ ୬୪୪ କରୋନା ପଜିଟିଭ

ଆଜି ରାଜ୍ୟରେ ୬୪୪ କରୋନା ପଜିଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୩୭୧ଜଣ ସଙ୍ଗରୋଧରୁ ରହିଥିବା ବେଳେ ୨୭୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ନୂତନ ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୦୫୨କୁ ବୃଦ୍ଧି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular